Gold And Silver Rate Photograph: (OTV)
ଆଜି ପୁଣି ବଢିଲା ସୁନା ଦର। ଯେଉଁ ସ୍ପିଡରେ ସୁନା ଓ ରୂପା ଦର କମିଥିଲା। ଏବେ ପୁଣି ବଢିବା ଆରମ୍ଭ ହୋଇଛି। ଗତକାଲି ୨୨ କ୍ୟାରେଟ୍ ସୁନା ପ୍ରାୟ ହଜାରେ ଟଙ୍କା ବଢ଼ି ଲକ୍ଷେ ୪୧ ହଜାରରେ ପହଞ୍ଚିଥିଲା। ଏଥିସହ ୨୪ କ୍ୟାରେଟ୍ ବି ପ୍ରାୟ ଲକ୍ଷେ ୫୪ ହଜାରରେ ପହଞ୍ଚିଥିଲା। କିନ୍ତୁ ଆଜି ଉଭୟ ୨୪ ଓ ୨୨ କ୍ୟାରେଟ ସୁନା ଦର ୬ ହଜାରରୁ ଅଧିକ ଟଙ୍କା ବଢିଛି।
୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୬ ହଜାର ୬୬୦ ଟଙ୍କା ବୃଦ୍ଧି ହୋଇ ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୬ ହଜାର ୫୦ ଟଙ୍କା ବଢି ସୁନା ଦର ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କା ହୋଇଛି। ରୁପା କେଜି ପିଛା ୨୦ ହଜାର ବଢ଼ି ୩ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/gold-and-silver-rate-2026-02-04-12-56-26.jpg)