ଅଦ୍ୟତନ ହୋଇଛି
Advertisment
- କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା
- ରାହାଣେ ଉପଅଧିନାୟକ, ଓ୍ୱିକେଟ କିପର ଭାବେ ପନ୍ତ ଓ ରିଦ୍ଧିମାନ ସାମିଲ
- ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଅଶ୍ୱିନ, ଜାଡେଜା, ବୁମରାହ, ଇଶାନ୍ତ ଶର୍ମା, ସାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ ଦଳରେ ସାମିଲ
- ମୃତଦେହ ମିଳିଥିବା ଅପରିଚିତ ମହିଳାଙ୍କ ପରିଚୟ ପାଇଁ ପୁଣି ପୋଷ୍ଟର ଜାରି
- ପରିଚୟ ନମିଳିବାରୁ ମହିଳାଙ୍କ ପୋଷ୍ଟର ଜାରି କଲା ଚନ୍ଦକା ପୋଲିସ
- କାମାକ୍ଷାନଗର, ଯାଜପୁର ରୋଡ୍, ଅନୁଗୁଳ ଓ ପରଜଙ୍ଗରେ ବି ପୋଷ୍ଟର ଜାରି
- ୨୦୧୨ରେ ଗୋଠପାଟଣା ଆମ୍ବତୋଟାରେ ମୃତଦେହ ମିଳିଥିଲା
- ୨୦୧୨ରେ ଅପମୃତ୍ୟୁ ଓ ୨୦୧୫ରେ ହତ୍ୟା ମାମଲା ରୁଜୁ ହୋଇଥିଲା
- ରାୟଗଡ଼ା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ରେ ଅଗ୍ନିକାଣ୍ଡ
- ଇଞ୍ଜିନରେ ଲାଗିଲା ନିଆଁ; ଅଗ୍ନିଶମ ବାହିନୀ ଦ୍ୱାର ଆୟତ୍ତ
- ବିଶାଖାପାଟଣାରୁ ବକ୍ସାଇଟ୍ ବୋଝେଇ ଟ୍ରେନ୍ ଆସୁଥିବା ବେଳେ ଅଘଟଣ
- ଉଦଳା: କପ୍ତିପଦା ଥାନା ବଡ଼ଝାଡ଼ ଗାଁରେ ବଡ଼ ବାପାକୁ ଅତି ନୃଶଂସ ଭାବେ କଚାଡ଼ି ମାରିଲା ପୁତୁରା
- ନିଶାସକ୍ତ ଥିବା ପୁତୁରା କୌଣସି କାରଣକୁ ନେଇ ପାଟିତୁଣ୍ଡ କରିଥିଲା
- ପ୍ରତିବାଦ କରିବାରୁ ବଡ଼ବାପାକୁ ଉଠାଇ କଚାଡ଼ି ଦେଇଥିଲା ଅଭିଯୁକ୍ତ
- ଘଟଣା ସ୍ଥଳରେ ବଡ଼ ବାପାର ମୃତ୍ୟୁ, ଅଭିଯୁକ୍ତ ପୁତୁରା ଥାନାରେ ଅଟକ
- ହଜ୍ ଯାତ୍ରା ପାଇଁ ସମସ୍ତ ଶ୍ରଦ୍ଧାଳୁଙ୍କ ଆବେଦନ ବାତିଲ୍ କଲା ହଜ୍ କମିଟି
- ଏଥର କେବଳ ନିଜ ନାଗରିକଙ୍କୁ ଅନୁମତି ଦେଇଛି ସାଉଦି ଆରବ
- ନିଜ ଦେଶର ମାତ୍ର ୧୪୪୨ ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ସାଉଦି ଆରବ
- ବାହାର ଦେଶର ନାଗରିକଙ୍କୁ ଅନୁମତି ନଥିବାରୁ ବାତିଲ କଲା ହଜ୍ କମିଟି
- ଟିକାକୁ ନେଇ କୌଣସି ପ୍ରକାର ଭ୍ରମ ବା ସନ୍ଦେହ ରହିବା ଉଚିତ ନୁହେଁ
- ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍ଙ୍କ ପ୍ରତିକ୍ରିୟା
- ଅନେକ ପରୀକ୍ଷା ନିରୀକ୍ଷା ତର୍ଜମା ପରେ ଟିକାକୁ ଲାଇସେନ୍ସ ଦିଆଯାଉଛି
- ଲାଇସେନ୍ସ ଦେବା ବେଳେ ବୃହତ ଜନସଂଖ୍ୟାକୁ ଦେଖି ବିଚାର କରାଯାଏ
- ଛୋଟ ମୋଟ ଖବରକୁ ନେଇ ଟିକା ଉପରେ ଭ୍ରମ ସୃଷ୍ଟି ନହେଉ
- ଖୁବ୍ ଶୀଘ୍ର କରୋନା ବିରୋଧୀ ଅସ୍ତ୍ରରେ ଯୋଡ଼ିହେବ ନୋଭାଭାକ୍ସ
- ନୋଭାଭାକ୍ସ ଟିକା ଅତିଶୀଘ୍ର ଉତ୍ପାଦନ ଆରମ୍ଭ ହେବ କହିଲେ ଡାକ୍ତର ପଲ୍
- ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲଙ୍କ ସୂଚନା
- ନୋଭାଭାକ୍ସ ସଂପର୍କରେ ଗତକାଲି ଭଲ ଖବର ଆସିଛି- ଡାକ୍ତର ପଲ୍
- କ୍ଲିନିକାଲ ଟ୍ରାଏଲ ଆଡଭାନ୍ସ ଷ୍ଟେଜରେ ଅଛି, ଖୁବ୍ ଶୀଘ୍ର ଉତ୍ପାଦନ ଆରମ୍ଭ ହେବ
- ନୀତିଗତ ନିଷ୍ପତ୍ତି ପରେ ନୋଭାଭାକ୍ସର ଉତ୍ପାଦନ ଆରମ୍ଭ ହେବ
- ନୋଭାଭାକ୍ସ ଭାରତରେ ହିଁ ଉତ୍ପାଦନ ହେବ, ସେରମ ଉତ୍ପାଦନ କରିବ
- ଆମ ଦେଶରେ ଉତ୍ପାଦନ ହେଉଥିବାରୁ ଏହା ଆମ ପାଇଁ ବହୁତ ଭଲ ଖବର
- ଯାହା ଯେତିକି ଜଣାପଡ଼ିଛି ନୋଭାଭାକ୍ସ ସୁରକ୍ଷିତ ଏବଂ ଫଳପ୍ରଦ
- କୋଭିଡ ଟିକା ନେବା ପରେ ପାର୍ଶ୍ୱପ୍ରତିକ୍ରିୟାରୁ ଦେଶରେ ପ୍ରଥମ ମୃତ୍ୟୁ
- ପ୍ରଥମ ମୃତ୍ୟୁ ନେଇ ସୂଚନା ଦେଲେ କେନ୍ଦ୍ର AEFI ପ୍ୟାନେଲ
- ମୃତକ ୬୮ ବର୍ଷର ବୃଦ୍ଧ, ମାର୍ଚ୍ଚ ୮ରେ ଟିକା ନେଇଥିଲେ
- ଆନାଫାଇଲକ୍ସିସ୍ ବା ଭୀଷଣ ଆଲର୍ଜି ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ରିପୋର୍ଟ
- ଟିକା ନେବାର ୩୦ ମିନିଟ ମଧ୍ୟରେ ଆଲର୍ଜି ସମ୍ଭାବନା ଥାଏ
- ବଲାଙ୍ଗିର: ବନ୍ଧକ ରଖିଥିବା ଯୁବକ କାବୁ କଲା ବଲାଙ୍ଗିର ପୋଲିସ, ଘର ଭିତରେ ପଶି ଯୁବକକୁ କାବୁ କରାଗଲା । ୫ ଘଣ୍ଟାର ଅପରେସନ ପରେ ଯୁବକ କାବୁ ହେଲା, ଯୁବକକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଲେ ଏସ୍ପି ।
- କାବୁ କଲା ବେଳେ ଦୁର୍ବୃତ୍ତ ବିକ୍ରମ ଫାୟାରିଂ କରିଥିବା ସୂଚନା, ବିକ୍ରମ ୨/୩ ରାଉଣ୍ଡ ଫାୟାରିଂ କରିଥିବା କହିଲେ ଏସ୍ପି
- ନକଲି ଔଷଧ ପ୍ରସଙ୍ଗ: ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ୍
- ଗଠନ ହେଲା କ୍ରାଇମବ୍ରାଞ୍ଚ STFର ଏକ ସ୍ୱତନ୍ତ୍ର ଟିମ୍, ସ୍ୱତନ୍ତ୍ର ଟିମ୍ ଗଠନ ନେଇ ପୋଲିସ ଡିଜି ଅଭୟଙ୍କ ସୂଚନା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us