ଅଦ୍ୟତନ ହୋଇଛି
Advertisment
- ଲୋକସଭାରେ ଏଲ୍ଜେପିର ସଂସଦୀୟ ଦଳ ନେତା ହେଲେ ପଶୁପତି ପାରସ
- ଚିରାଗ ପାଶଓ୍ୱାନଙ୍କୁ ହଟାଇ ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା
- ସଂସଦୀୟ ଦଳ ବୈଠକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପଶୁପତି
- କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ସରକାର :ସୁଲତା ଦେଓ
- ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ :ସୁଲତା ଦେଓ
- ସେମାନଙ୍କ ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ: ସୁଲତା ଦେଓ
- ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ସରକାର ଦେବେ : ସୁଲତା ଦେଓ
- ଫୁଲବାଣୀ: ଖଜୁରୀପଡ଼ା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ
- ଗଣଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ ନେଇ ଥାନାରେ ଏତଲା
- ଏତଲା ଅନୁସାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
- ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୩୩୯ କରୋନା ସଂକ୍ରମିତ ଚିହ୍ନଟ
- କ୍ୱାରେଣ୍ଟିନରୁ ୨୪୭୫; ଲୋକାଲ କେସ୍- ୧୮୬୪
- ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୦୦ ଆକ୍ରାନ୍ତ ଚିହ୍ନଟ
- ରାଜ୍ୟରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
- ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି
- ଆଜି ଦେଶରେ ୭୦ ହଜାର ୪୨୧ ପଜିଟିଭ ଚିହ୍ନଟ
- ଦେଶରେ ଆଜି ଆଉ ୩ ହଜାର ୯୨୧ ଆକ୍ରାନ୍ତଙ୍କ ମୃତ୍ୟୁ
- ସଂକ୍ରମଣ କମିବା ପରେ ଦିଲ୍ଲୀରେ ଆଜିଠୁ ଅନଲକ ଆରମ୍ଭ
- ଦିଲ୍ଲୀରେ ସକାଳ ୧୦ରୁ ରାତି ୮ଟା ଯାଏଁ ସବୁ ଦୋକାନ ଖୋଲିବ
- ରଜ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ
- ରଜ ଶୁଭେଚ୍ଛା ଜଣାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ
- ଖୋର୍ଦ୍ଧା: ଟାଙ୍ଗି ଥାନା ଦୀକ୍ଷିତପଡ଼ାରୁ ଗୋଚାଲାଣ ରୋକିଲା ପୋଲିସ
- ଗୋଟିଏ କଣ୍ଟେନରରେ ୬୦ ଗୋରୁ ଚାଲାଣ ବେଳେ ଧରାପଡ଼ିଲା
- କୋଲକାତା ଚାଲାଣ ବେଳେ ଚଢ଼ାଉ; ୨ ଗିରଫ, ୬୦ ଗୋରୁ ଉଦ୍ଧାର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us