Advertisment

ବ୍ରେକିଂ ନ୍ୟୁଜ: ୨୫ ଜୁନ୍‌, ୨୦୨୧

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ଅଧିକ ମାଗିଥିବା ଅଡିଟ କମିଟି ରିପୋର୍ଟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ…

ଅଦ୍ୟତନ ହୋଇଛି
Advertisment
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ଅଧିକ ମାଗିଥିବା ଅଡିଟ କମିଟି ରିପୋର୍ଟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କହିଲେ ସମ୍ବିତ  
  • ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୧ ଭିତର ହାଟ ଜୁଲାଇ ୧ ପର୍ଯ୍ୟନ୍ତ ବନ୍ଦ। 
  • ମଣ୍ଡି ଅବ୍ୟବସ୍ଥା ଓ ସବୁ ଧାନ ଉଠୁ ନ ଥିବା ପ୍ରତିବାଦରେ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଯୋଗାଣ ନିଗମ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀଙ୍କ ଧାରଣା ।
  • ଭଦ୍ରକ: ଏନ୍ଏଚ୍ ୧୬ ଧାମରା ରେଲୱେ ଓଭରବ୍ରିଜ ନିକଟରୁ ୫୧୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ 
  • କରୋନା ୩ୟ ଲହର ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା-କେବେ ୩ୟ ଲହର ଓଡ଼ିଶାକୁ ଆସିବ ତାହା ପୂର୍ବରୁ ଜଣାପଡ଼ିବ 
  • କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଶଙ୍କ ଆଜି ଅପରାହ୍ନ ୪ଟାରେ CBSE ଛାତ୍ରଛାତ୍ରୀଙ୍କ ସହ  ବୋର୍ଡର ମୂଲ୍ୟାୟନ ପଦ୍ଧତି ନେଇ କଥା ହେବେ
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୦୧ ଛୁଇଁଲା
  • ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୧୨ କରୋନା ସଂକ୍ରମିତ ଚିହ୍ନଟ 
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ