ହାତ ଠାରି ଡାକୁଛି ଅଯୋଧ୍ୟା...

ଅଯୋଧ୍ୟା ଆସ୍ଥାନରେ ବିରାଜିଲେ ରାମଲାଲା

ଶେଷ ହେଲା ପ୍ରତୀକ୍ଷା। ସ୍ୱଗୃହକୁ ବାହୁଡ଼ିଲେ ରାମଲାଲା। ପୂରା ହେଲା ୫ ଶହ ବର୍ଷର ସ୍ୱପ୍ନ। ସମସ୍ତଙ୍କ ମୁହଁରେ ଏବେ ରାମନାମ। ଏଭଳି ଦିବ୍ୟମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ସାରା ଭାରତ ଉତ୍ସବମୁଖର। ଏସବୁର ଟିକିନିଖି ଖବର ଜଣେଇବାକୁ ଆମର ସ୍ୱତନ୍ତ୍ର ପ୍ରତିବେଦନ ବିରାଜିଲେ ରାମଲାଲା...

Live Updates

Ayodhya Ram Mandir

Live updates | Ayodhya Ram Mandir Pran Pratishtha Live Update: ରାମଲାଲାଙ୍କୁ କରିବା ଦର୍ଶନ, ହାତଠାରି ଡାକୁଛି ଅଯୋଧ୍ୟା...

12:39 PM Jan 24, 2024

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପୂଜିତ ବିଗ୍ରହଙ୍କ ନାଁ ହେଲା ‘ବାଲକ୍ ରାମ’

12:39 PM Jan 24, 2024

ଆସିଥିଲେ ହନୁମାନ...ପ୍ରଭୁ ଶ୍ରୀରାମଙ୍କଠୁ ନେଲେ ଆଶୀର୍ବାଦ, ଦେଖନ୍ତୁ ଭିଡିଓ...

More Updates

କେତେବେଳେ କ’ଣ

୨୨ରେ ଶୁଭ ମୃଗଶିରା ନକ୍ଷତ୍ରର ସଂଯୋଗରେ ବହୁ ପ୍ରତୀକ୍ଷିତ ଅଭିଷେକ ସମାରୋହ ଆରମ୍ଭ।

ରାମଲାଲାଙ୍କ ଦିବ୍ୟଅଙ୍ଗକୁ ୧୨୫ ଗରା ପାଣିରେ ଔପଚାରିକ ସ୍ନାନ ସହିତ ଯଜ୍ଞ କରାଯିବ

ବିଭିନ୍ନ ନଦୀର ପାଣିରେ ପରିପୂର୍ଣ୍ଣ ୮୧ କଳଶ ସ୍ଥାପନ ସହ ରାମ ମନ୍ଦିରର ଗର୍ଭଗୃହର ଶୁଦ୍ଧିକରଣ ହେବ। ଏହା ସହିତ, ବାସ୍ତୁ ଶାନ୍ତି ରୀତିନୀତି ଅୟୋଜିତ କରାଯିବ।

ରାମ ମନ୍ଦିରରେ ଏକ ଯଜ୍ଞ ଅଗ୍ନିକୁଣ୍ଡ ତିଆରି ସହିତ ପୂଜାରୀଙ୍କ ବୈଦିକ ମନ୍ତ୍ର ସହ ରୀତିନୀତି ଅନୁଯାୟୀ ପବିତ୍ର ଅଗ୍ନି ପ୍ରଜ୍ୱଳିତ।

ମଣ୍ଡପ ପ୍ରବେଶ ପୂଜା, ବାସ୍ତୁ ପୂଜା ଏବଂ ବରୁଣ ପୂଜା ଭଳି ସ୍ୱତନ୍ତ୍ର ରୀତିନୀତି ସହିତ ପ୍ରାଣ ପ୍ରତିଷ୍ଠା ଆରମ୍ଭ।

ଗଣେଶ ଅମ୍ବିକା ପୂଜା: ଭଗବାନ ଗଣେଶଙ୍କ ପୂଜା ପରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୁଏ, ଯାହା ଉତ୍ସବରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

୧୬ ଜାନୁୟାରୀରୁ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି।

ଭିଡିଓରେ ଅଯୋଧ୍ୟା ଖବର

view all

ୟୁଟ୍ୟୁବ୍ ସର୍ଟସ୍ ରେ ଅଯୋଧ୍ୟା ଖବର

view all