• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

aggg
ସୂଚନା ଅଧିକାର କର୍ମୀଙ୍କୁ ଅଚ୍ୟୁତଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ସମର୍ଥକମାନେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  ଅଚ୍ୟୁତ ସାମନ୍ତଙ୍କ ସମର୍ଥକ ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କୁ ଆକ୍ରମଣ କରିଛନ୍ତି।  ଏଥିରେ ଜିଆଉଦ୍ଦିନଙ୍କ ମୁଣ୍ଡରେ ଆଘାତ ଲାଗିଛି। ତୁମୁଡ଼ି ବନ୍ଧ ନିକଟ ଲାବଣ୍ୟନଗରରେ ଏହି ଘଟଣା...

nabin
କାଳିଆ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର: କାଳିଆ ଯୋଜନା ବନ୍ଦ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପ୍ରଚାର ବେଳେ ନବୀନ କହିଛନ୍ତି ଯେ ସେ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି। ପୁଣି ଥରେ ଭୋଟରଙ୍କୁ କାଳିଆ...

modi
ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ଦକ୍ଷିଣ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ବିଜେପି ଏଥର ଶାସକ ଏଆଇଏଡିଏମକେ ସହ ମେଣ୍ଟ କରିଛି। ସେପଟେ ଡିଏମ୍‌କେ-କଂଗ୍ରେସ ମଧ୍ୟରେ ମଧ୍ୟ ନିର୍ବାଚନୀ ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

car
କାରରୁ ୫ ଶହ ଲିଟର ଦେଶୀ ମଦ ଜବତ

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକରୁ ଏକ କାର୍‌ରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଜଣକୁ ଗିରଫ କରିଛି। ତାଙ୍କ ନାଁ ହେଉଛି ବିଜୟ ନାଥ। ସେ ଭଦ୍ରକ ଜିଲ୍ଲା ମିଞ୍ଜାପୁର ଗାଁର। ବିଜୟ ନିଜ କାରରେ...

accident
ବେଆଇନ୍‌ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଦ ମାଫିଆଙ୍କ ଆକ୍ରମଣରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଗ୍ରାମବାସୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ...

girl
ରେଳ ଲାଇନ୍ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧା ଜିଲ୍ଲା କରଡ଼ଗଡ଼ିଆ ନିକଟ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ କଡ଼ରେ କ୍ଷତବିକ୍ଷତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ କିଛି ଥଣ୍ଡା ପାନୀୟ ଓ ବିଷ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ ମହିଳାଙ୍କ ମୃତଦେହ...

jammu
୨ ଆତଙ୍କବାଦୀ ନିହତ

କଶ୍ମୀର: ଜମ୍ମୁ ଓ କଶ୍ମୀରର ସୋପିଆନ୍ ଜିଲ୍ଲାରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆହୁରି କେତେକ ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ତଲାସୀ କରୁଥିବାବେଳେ ଆତଙ୍କବାଦୀଙ୍କ ସହ...

oldman
ବୃଦ୍ଧଙ୍କୁ ଦଳିଦେଲା ହାତୀ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଶୋଭାଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନା’ ଭୀମ ବେହେରା। ଆଜି ସକାଳେ ସେ କ୍ଷେତକୁ ପାଣି ମଡ଼େଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ...

tiger
କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜ ହାତୀଧାର ଜଙ୍ଗଲରୁ ଏକ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ମୃତ ବାଘର ଆନୁମାନିକ ବୟସ ପ୍ରାୟ ୩ ବର୍ଷ ହେବ। ବ୍ୟବଚ୍ଛେଦ ପରେ ବନ ବିଭାଗ ବାଘଟିକୁ ପୋଡ଼ି ଦେଇଛି। ତେବେ କିପରି ଏବଂ କେଉଁ ପରିସ୍ଥିତି...

tukuni
ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ହଟହଟା

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋଟ୍ ମାଗିବାକୁ ଯିବାବେଳେ ଟିଟିଲାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ହଟହଟା।  ଗତ ୫ ବର୍ଷ ଧରି ଅଞ୍ଚଳର କୌଣସି ଉନ୍ନତି ହୋଇନଥିବା କହି ତାଙ୍କୁ ଟିଟିଲାଗଡ଼ ଶିଭ୍ରଟାପଡ଼ାର ବାସିନ୍ଦା ଘେରିଯାଇଥିଲେ। ଏମିତିକି ପାଣି, ରାସ୍ତା, ବିଦ୍ୟୁତ୍ ସମସ୍ୟାକୁ ନେଇ ବିଧାୟିକାଙ୍କୁ ପ୍ରଶ୍ନବାଣରେ...

baijayanta
ସାଲେପୁର ନିର୍ବାଚନମଣ୍ଡଳୀରେ ବୈଜୟନ୍ତଙ୍କ ରୋଡ୍ ଶୋ’

କଟକ(ଦେବାଶିଷ ମହାନ୍ତି): କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ ଶୋ’। ଆଜି ସାଲେପୁର ନିର୍ବାଚନମଣ୍ଡଳୀରେ ଏହି ରୋଡ୍ ଶୋ’ ଅନୁଷ୍ଠିତ ହୋଇଛି। ଏଥିରେ ବୈଜୟନ୍ତଙ୍କ ସହ ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଏବଂ ଓଲିଉଡ୍ ଷ୍ଟାର ବାବୁସାନ୍ ସାମିଲ ହୋଇଥିଲେ। ନପଙ୍ଗ ପଞ୍ଚାୟତରୁ ଆରମ୍ଭ...