• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: from may 20 to may 26: ଜାଣନ୍ତୁ କେମିତି କଟିବ ଏହି ସପ୍ତାହ..

ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ । ସହଜ ସରଳରେ କର୍ମ ନିଯୁକ୍ତି ପାଇବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ ।

Libra

ତୁଳା

Monday 20 May 2024

କୌଣସି ଶୁଭ ସମାଚାର ଶୁଣିବେ ଓ ହସ କୁସିରେ ଧନ ଲାଭ ହେବ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ଅତ୍ୟନ୍ତ ପ୍ରଭାବଶାଳୀ ତଥା ସ୍ଥାନୀୟ ବ୍ୟକ୍ତିଙ୍କର ମିତ୍ରତା ଯୋଗୁଁ ନିଜର ପ୍ରତିଷ୍ଠା ବଢିବ । କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବାରେ ବାରମ୍ବାର ବାଧା ଆସିପାରେ । ଖେଳାଳୀ ମାନେ ପ୍ରଗତି ପାଇଁ ସାମାନ୍ୟ ବାଧା ପାଇବେ ।

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :