• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩ ଅକ୍ଟୋବରରୁ ୯ ଅକ୍ଟୋବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ବନ୍ଧୁ ମିଳନ ହୋଇପାରେ । କର୍ମ କ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ । ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ ।

Capricorn

ମକର

Monday 03 Oct 2022

ପାରିବାରିକ ଜୀବନରେ ପ୍ରଣୟ ଭଙ୍ଗର ସୂଚନା ମିଳିବ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ଶତୃ ମାନେ ବ୍ୟତିବ୍ୟସ୍ତ କରି ପକାଇବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । ଗୃହିଣୀ ମାନେ କାର୍ଯ୍ୟ ବ୍ୟସ୍ତତା ରହିବେ । ପଢା ପଢିରେ ଶିକ୍ଷକଙ୍କ ସହୟତା ମିଳିବ ।

ପ୍ରତିକାର - ମା ଶାରଳାଙ୍କ ଆରଧନା କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :