• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩ ଅକ୍ଟୋବରରୁ ୯ ଅକ୍ଟୋବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ବନ୍ଧୁ ମିଳନ ହୋଇପାରେ । କର୍ମ କ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ । ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ ।

Scorpio

ବିଛା

Monday 03 Oct 2022

କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଖୁବ୍ ଭଲ ରହିବ । ଚାକିରିରେ ପଦୋନ୍ନତି ହୋଇପାରେ । ସାମୟିକ ଶାରିରୀକ ପିଡା ଭୋଗିବାକୁ ପଡିବ । ରାଜନୈତିକ ସମ୍ମାନ ମିଳିବ । ପାରିବାରିକ ଜୀବନରେ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ମହିଳା ମାନେ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀ ମାନଙ୍କୁ ଶୁଭଫଳ ମିଳିବ ।

ପ୍ରତିକାର- ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :