• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩ ଅକ୍ଟୋବରରୁ ୯ ଅକ୍ଟୋବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ବନ୍ଧୁ ମିଳନ ହୋଇପାରେ । କର୍ମ କ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ । ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ ।

Libra

ତୁଳା

Monday 03 Oct 2022

ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ । ପାରିବାରିକ ଜୀବନର ସନ୍ତାନ ପିଡା ପାଇଁ ବ୍ୟସ୍ତତା ବଢିବ । ଚାକିରି କ୍ଷେତ୍ରରେ ଉପର ହାକିମଙ୍କ କଡା ନଜର ପଡିବ । କର୍ମ କ୍ଷେତ୍ରରେ ବିଫଳତା ଯୋଗ ରହିଛି । ବ୍ୟବସାୟରେ ଭଲ ବ୍ୟବସାୟ କରିବେ । ଶତୃ ବୃଦ୍ଧି ଘଟିବ । କେହି ଆପଣଙ୍କୁ ସାହାର୍ଯ୍ୟର ହାତ ବଢାଇବେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।

ପ୍ରତିକାର - ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :