• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩ ଅକ୍ଟୋବରରୁ ୯ ଅକ୍ଟୋବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ବନ୍ଧୁ ମିଳନ ହୋଇପାରେ । କର୍ମ କ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ । ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ ।

Pisces

ମୀନ

Monday 03 Oct 2022

ଆୟ ଉତମ ହେବ କିନ୍ତୁ ପାରିବାରିକ ଜୀବନରେ ସେବା ଶ୍ରୁଶ୍ରୁଷା ମିଳିବ । କର୍ମଜୀବି ମାନେ କର୍ମପ୍ରବଣତା ପ୍ରିତି ବୃଦ୍ଧି ପାଇବ । ରାଜନୈତିକ ଜୀବନ ଉତଥାନ୍ , ପତନରେ ଗତି କରିବେ । ମୂଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥପାର୍ଜନ କରିବାର କୌଶଳ ଆପଣେଇବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ହେବେ ।

ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :