• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩ ଅକ୍ଟୋବରରୁ ୯ ଅକ୍ଟୋବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ବନ୍ଧୁ ମିଳନ ହୋଇପାରେ । କର୍ମ କ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ । ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ ।

Aries

ମେଷ

Monday 03 Oct 2022

କର୍ମ କ୍ଷେତ୍ରରେ ସଫଳତା ସହିତ ପ୍ରେରଣା ମିଳିବ । ପାରିବାରିକ ଜୀବନ ଖୁସିରେ କଟିବ । ଚାକିରିରେ ନିଜର ସ୍ଥିତି ସୁଦୃଢ କରିବେ । ଶତୃ ହାନି ହେବ । ସାମୟିକ ଶାରିରୀକ ଦୁର୍ବଳତା ଅନୁଭବ କରିବେ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳା ମାନେ ସାଂସାରିକ ଜୀବନରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସୁଫଳ ମିଳିବ ।

ପ୍ରତିକାର- ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :