• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୦ ଅକ୍ଟୋବରରୁ ୧୬ ଅକ୍ଟୋବର- ଅର୍ଥପ୍ରାପ୍ତିର ସୁଯୋଗ ରହିଛି, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ...

ବ୍ୟବସାୟରେ ଲାଭବାନ ହେବେ। କର୍ମ କ୍ଷେତ୍ରରେ ସଫଳତା ମିଳିପାରେ। ପୂର୍ବ ଅଭିଳାଷ ପୂରଣ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ସୁଖ ଲାଭ କରିବେ।

Aries

ମେଷ

Monday 10 Oct 2022

ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧ ହେବ। ଚାକିରିରେ ବେତନ ବୃଦ୍ଧିର ସମ୍ଭାବନା ଅଛି। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇ ପାରେ। ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇପାରନ୍ତି । ଭବିଷ୍ୟତରେ ଆୟପନ୍ଥା ସୁଦୃଢ ହେବ। ଆରୋଗ୍ୟ ଲାଭ ସହ ବୌଦ୍ଧିକ ବିକାଶ ଘଟି । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇପାରନ୍ତି। 

ପ୍ରତିକାର– ମା’ ତାରାଙ୍କର ମନ୍ତ୍ର ପାଠ କରନ୍ତୁ
 

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :