• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୫ ରୁ ଜୁନ୍ ୧୧, ୨୦୨୩: ଜୀବନସାଥୀଙ୍କ ସହ ସପ୍ତାହଟି ଭଲରେ କଟିବ

ଏହି ସପ୍ତାହରେ ଆକସ୍ମିକ ଖୁସି ଖବର ଶୁଣି ଆପଣଙ୍କ ଖୁସି ଆହୁରି ବଢିଯିବ । ଜୀବନସାଥୀଙ୍କ ସହ ସପ୍ତାହଟି ଭଲରେ କଟିବ । ଏହି ସପ୍ତାହରେ ଭ୍ରମଣର ଯୋଗ ରହିଛି । ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ।

Cancer

କର୍କଟ

Monday 05 Jun 2023

ଶାରିରୀକ  ସମସ୍ୟାରୁ ମୁକ୍ତି ପାଇବେ । ଆପଣଙ୍କ ବ୍ୟବସାୟକୁ ଅଗ୍ରଗତି କରାଇବେ ଏବଂ ଏକ ନୂତନ ଦିଗକୁ ନେଇଯିବେ । ପରିବାରରେ ବୁଝାମଣା ସହିତ  ସବୁ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ପରସ୍ପର ପ୍ରତି ଦାୟିତ୍ବର ଭାବନା ଆସିବା  ସହିତ ସମ୍ପର୍କକୁ ମଜବୁତ ରହିବ । କର୍ମ କ୍ଷେତ୍ରରେ କୌଣସି କାର‌୍ୟ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଚାକିରୀ ପାଇଁ ପ୍ରୟୋଗ ଜାରି ରଖିବେ । ଗୃହ ସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ । ଅଧ୍ୟୟନ ପାଇଁ ବିଦେଶ ଯିବାର ସ୍ୱପ୍ନ ସାକାର ହୋଇପାରେ।

ପ୍ରତିକାର – ମା ଭୂବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :