• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଜୁନ୍‌ ୫ ରୁ ଜୁନ୍ ୧୧, ୨୦୨୩: ଜୀବନସାଥୀଙ୍କ ସହ ସପ୍ତାହଟି ଭଲରେ କଟିବ

ଏହି ସପ୍ତାହରେ ଆକସ୍ମିକ ଖୁସି ଖବର ଶୁଣି ଆପଣଙ୍କ ଖୁସି ଆହୁରି ବଢିଯିବ । ଜୀବନସାଥୀଙ୍କ ସହ ସପ୍ତାହଟି ଭଲରେ କଟିବ । ଏହି ସପ୍ତାହରେ ଭ୍ରମଣର ଯୋଗ ରହିଛି । ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ।

Gemini

ମିଥୁନ

Monday 05 Jun 2023

ସମୟର ମୂଲ୍ୟ ବିଝିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସନ୍ଦେହ କରିପାରନ୍ତି । କାର୍ଯ୍ୟାଳୟରେ ନିଜର ଭୁଲକୁ ସ୍ୱୀକାର କରିବା ଆପଣଙ୍କ ପକ୍ଷରେ ରହିବ ।  ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ । ନୂତନ ଆରମ୍ଭ ହୋଇ ଥିବା ଯୋଜନା ଆପଣଙ୍କ ଆଶା ଅନୁସାରେ ପରିଣାମ ଦେବ ନାହିଁ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ, ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରିପାରେ । 

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :