ବ୍ୟବସାୟୀମାନେ ସେମାନଙ୍କ ପରିବାରର ସଦସ୍ୟଙ୍କଠାରୁ ଦୂରରେ ରହିବେ । କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକଶେ ଚିନ୍ତା କରି ପାରନ୍ତି। ଜାଣନ୍ତୁ, ଏହି ସପ୍ତାହରେ କେଉଁ ରାଶିରେ କ’ଣ ରହିଛି ଓ ଏହାର ପ୍ରତିକାର
ବ୍ୟବସାୟିକ ସ୍ଥିତିର ଶୁଭତ୍ୱ ହେତୁ ଆର୍ଥିକ ଉନ୍ନତି ଓ କାର୍ଯ୍ୟ ହାସଲରୁ ଖୁସି ରହିବେ। ଆପଣ ଦୀର୍ଘସ୍ଥାୟୀ ରୋଗରୁ ମୁକ୍ତି ପାଇପାରନ୍ତି । ଦୂର ସମ୍ପର୍କୀୟଙ୍କ ଠାରୁ ଏକ ଶୁଭ ଖବର ଆପଣଙ୍କ ଦିନକୁ ଉଜ୍ଜ୍ୱଳ କରିବ । ଚେଷ୍ଟା ଅବ୍ୟାହତ ରଖନ୍ତୁ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ ଘଟିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍ ହେବନି। ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ନିଜ ଲୋକମାନେ କାମରେ ଅବହେଳା କରିବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ।
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩