ବ୍ୟବସାୟୀମାନେ ସେମାନଙ୍କ ପରିବାରର ସଦସ୍ୟଙ୍କଠାରୁ ଦୂରରେ ରହିବେ । କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକଶେ ଚିନ୍ତା କରି ପାରନ୍ତି। ଜାଣନ୍ତୁ, ଏହି ସପ୍ତାହରେ କେଉଁ ରାଶିରେ କ’ଣ ରହିଛି ଓ ଏହାର ପ୍ରତିକାର
ବ୍ୟବସାୟ, ଶିଳ୍ପ ପ୍ରତିଷ୍ଠାରେ ସଫଳତା ପାଇବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ ରହିଲେ ମଧ୍ୟ ଅନାବଶ୍ୟକ ଜିନିଷରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଶିଶୁର ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ଅଜଣା ବ୍ୟକ୍ତି ଆପଣଙ୍କର ଦୟା ଏବଂ ଉଦାରତାର ଲାଭ ଉଠାଇ ପାରନ୍ତି । ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ଲକ୍ଷ୍ୟସ୍ଥଳ ପୁରଣ ହେବ । ରାଜନୀତିରେ ଉଚ୍ଚ ଆସନ ଲାଭ କରିବେ । ଜଣେ ସମ୍ପର୍କୀୟ, ବନ୍ଧୁ କିମ୍ବା ପଡ଼ୋଶୀ ଆଜି ତୁମର ବିବାହିତ ଜୀବନରେ ତିକ୍ତତା ଆଣିପାରେ ।
ପ୍ରତିକାର- “ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬