• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th July 2023: ଏହି ରାଶିର ବ୍ୟକ୍ତିଙ୍କୁ ଧନଧାନ୍ୟ ପ୍ରାପ୍ତି ସମ୍ଭାବନା ରହିଛି..

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର ଚନ୍ଦ୍ର – କନ୍ୟା ଦିବା ୧୧.୧୧ ଗତେ ତୁଳା । ତିଥି – ୮ମୀ ଦିବା ୦୩.୫୨ ଗତେ ୯ମୀ । ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ମକର । ପୁଷ୍କର ଦୋଷ – ରାତ୍ରି ୦୧.୦୮ ଗତେ ୧ପାଦ କୁଟୁମ୍ଭହାନି- ତିଳକାଞନ ଦାନ ।

Libra

ତୁଳା

Wednesday 26 Jul 2023

ଚିତ୍ରା- ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ସୁଧାର ଆସିବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇ ପାରନ୍ତି ।

ସ୍ୱାତୀ- ସାମାଜିକ ପ୍ରତିଷ୍ଠା,ମାନସମ୍ମାନ, ବୃଦ୍ଧି ପାଇବ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି ।

ବିଶାଖା- ଉତରାଧିକାରୀ ଓ ପୈତୃକ ସମ୍ପତିକୁ ନେଇ କୋର୍ଟକଚେରୀ ମାମଲାରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ଅଧିକ ଲୋକସମ୍ପର୍କ ଫଳରେ ଆତ୍ମସନ୍ତୋଷ ମିଳିବ ।

ପ୍ରତିକାର –ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :