Daily Horoscope 14th Dec 2022: ଏହି ରାଶିର ବ୍ୟକ୍ତି ସାବଧାନ. . . ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ . .
/odishatv-khabar/media/media_files/uploadimage/library/16_9/16_9_0/IMAGE_1670987628-727604.jpg)
ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ସିଂହ (ଅହୋରାତ୍ର) ।
ତିଥି- ୬ଷ୍ଠୀ ରାତ୍ରି ୧୧.୪୨ ଗତେ ୭ମୀ । ଘାତ ଚନ୍ଦ୍ର- କର୍କଟ, ମକର (ଅହୋରାତ୍ର) । ଘାତ ବାର – କର୍କଟ,
ପୁଷ୍କର ଦୋଷ – ରାତ୍ରି ୧୧.୪୨ ଗତେ ୧ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
