ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧/୪୮ ଗତେ ମୀନ । ତିଥି- ୮ମୀ ପ୍ରାତଃ ୦୭/୨୧ ଗତେ ୯ମୀ । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାତ୍ରି ୧୧/୪୮ ଗତେ ଧନୁ । ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ପ୍ରାତଃ ୦୬/୧୨ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞ୍ଚନ ଦାନ ନିଶାନ୍ତ ୦୫/୪୩ ପର୍ଯ୍ୟନ୍ତ ।
ଉ , ଷାଢା - ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ ।
ଶ୍ରବଣା – ରାଜନୀତିରେ ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ । ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇ ପାରନ୍ତି । ପଢାରେ ଅଧିକ ସମୟ ବିତାଇବେ ।
ଧନିଷ୍ଠା – ମୁରବୀ ଆପଣଙ୍କୁ କୌଣସି ଭଲ ପରାମର୍ଶ ଦେଇ ପାରନ୍ତି । ଭୂମି କ୍ରୟ କରିବାର ସୁଯୋଗ ଅଛି ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮