• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st Dec 2022 : ଏହି ରାଶିର ବ୍ୟକ୍ତିଙ୍କର ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା !!!

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧/୪୮ ଗତେ ମୀନ । ତିଥି- ୮ମୀ ପ୍ରାତଃ ୦୭/୨୧ ଗତେ ୯ମୀ । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାତ୍ରି ୧୧/୪୮ ଗତେ ଧନୁ । ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ପ୍ରାତଃ ୦୬/୧୨ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞ୍ଚନ ଦାନ ନିଶାନ୍ତ ୦୫/୪୩ ପର୍ଯ୍ୟନ୍ତ ।

Sagittarius

ଧନୁ

Thursday 01 Dec 2022

ମୂଳା – ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ବେପାରରେ ସଫଳତା ହାସଲ କରିବେ ।

ପୂ , ଷାଢା – ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । ରାଜନୈତିକ କାର୍ଯ୍ୟରୁ ପ୍ରଂଶସା ମିଳିବ ।

ଉ , ଷାଢା – ଖେଳାଳିଙ୍କ ପାଇଁ ଦିନଟି ଶୁଭ ଦାୟକ ରହିବ । ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ ।

ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :