• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st Dec 2022 : ଏହି ରାଶିର ବ୍ୟକ୍ତିଙ୍କର ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା !!!

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧/୪୮ ଗତେ ମୀନ । ତିଥି- ୮ମୀ ପ୍ରାତଃ ୦୭/୨୧ ଗତେ ୯ମୀ । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାତ୍ରି ୧୧/୪୮ ଗତେ ଧନୁ । ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ପ୍ରାତଃ ୦୬/୧୨ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞ୍ଚନ ଦାନ ନିଶାନ୍ତ ୦୫/୪୩ ପର୍ଯ୍ୟନ୍ତ ।

Libra

ତୁଳା

Thursday 01 Dec 2022

ଚିତ୍ରା – ଦାମ୍ପତ୍ୟ ଜୀବନରେ ପତୀପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରୀତି ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦବିବାଦ ଉପୁଜି ପାରେ ।

ସ୍ୱାତୀ – ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ରାଜନିତିରେ ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟରେ ସଫଳତା ପାଇବେ ।

ବିଶାଖା –ଆପଣଙ୍କ ବ୍ୟବହାର ସକାରତ୍ମକ ହେବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ ।

ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :