• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23 August 2023: ଏହି ରାଶିର ବ୍ୟକ୍ତି ସାବଧାନ!!ସଡକ ଦୁର୍ଘଟଣାର ସମ୍ଭାବନା ରହିଛି..

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୩ ଗତେ ବିଛା । ତିଥି – ୭ମୀ ରାତ୍ରି ୦୩.୩୧ ଗତେ ୮ମୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ-ପଶୁ ସମ୍ପଦ । ନାଶ-ଅନ୍ନ ଦାନ ଦିବା ୦୮.୦୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୧ ଗତେ ୧ ପାଦ-କୁଟୁମ୍ବ ହାନି - ତିଳକାଞ୍ଚନ ଦାନ ।

Aquarius

କୁମ୍ଭ

Wednesday 23 Aug 2023

ଧନିଷ୍ଠା- ବ୍ୟବସାୟୀ ମାନେ ଭାଗୀଦାରି ବ୍ୟବସାୟ କରିବେ । କର୍ମକ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ କଳବଳ ଖଟାଇ ନିଜ ସ୍ଥାନକୁ କୈାଣସି ମତେ ଦୃଢ କରିବେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।

ଶତଭିଷା- ରାଜନିତିରେ ଯଥେଷ୍ଟ ଲାଭ ପାଇବେ । ଛାତ୍ରିଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତି ଠାରୁ ଭଲ ପରାମର୍ଶ ମିଳିବ । କର୍ମକ୍ଷେତ୍ରରେ ଦିଗହରା ହୋଇଯିବେ । ସାମ୍ବାଦିକ ମାନେ ଲକ୍ଷ ଦିଗରେ ଆଗେଇବେ ।

ପୂ, ଭାଦ୍ରପଦ- ବନ୍ଧୁ ମାନଙ୍କ ସହିତ ବୁଲାବୁଲିରେ ସମୟ ଅତିବାହିତ କରିବେ । ଶତ୍ରୁମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ । ନିଜର ଖର୍ଚ୍ଚ ଉପରେ ଆୟତ ରଖନ୍ତୁ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :