• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2023 : ଏହି ରାଶିର ବ୍ୟକ୍ତି ଭୁଲରେ ବି ମଧ୍ୟସ୍ତି ସାଜନ୍ତୁ ନାହିଁ..ନହେଲେ.

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଗୁରୁବାର । ଚନ୍ଦ୍ର - ବୃଷ ରାତ୍ରି ୧୧.୧୩ ଗତେ ମିଥୁନ । ତିଥି – ୮ମୀ ଦିବା ୦୪.୧୪ ଗତେ ୯ମୀ । ଘାତ ଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୧୩ ଗତେ କନ୍ୟା । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।

Capricorn

ମକର

Thursday 07 Sep 2023

ଉ, ଷାଢା- ମନଟା ବିଭିନ୍ନ କଥାକୁ ନେଇ ଭଲ ନଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।

ଶ୍ରବଣା- ବ୍ୟବସାୟ,ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଏବଂ ଆଦର୍ଶବାଦୀ ହୋଇ ପ୍ରଶଂସିତ ହେବେ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟଧରି ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। 

ଧନିଷ୍ଠା- ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିରୁ ପ୍ରଶଂସିତ ହେବେ । ଓକିଲଙ୍କ ଲାଗି ଦିନଟି ଫଳପ୍ରଦ ହେବ । ସରକାରୀ ସ୍ତରରୁ କୌଣସି ଶୁଭଖବର ଶୁଣି ମନ ଉଲ୍ଲାସରେ ଭରିଯିବ।

ପ୍ରତିକାର- ଧଳା ରଙ୍ଗର ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :