• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2023 : ଏହି ରାଶିର ବ୍ୟକ୍ତି ଭୁଲରେ ବି ମଧ୍ୟସ୍ତି ସାଜନ୍ତୁ ନାହିଁ..ନହେଲେ.

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଗୁରୁବାର । ଚନ୍ଦ୍ର - ବୃଷ ରାତ୍ରି ୧୧.୧୩ ଗତେ ମିଥୁନ । ତିଥି – ୮ମୀ ଦିବା ୦୪.୧୪ ଗତେ ୯ମୀ । ଘାତ ଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୧୩ ଗତେ କନ୍ୟା । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।

Virgo

କନ୍ୟା

Thursday 07 Sep 2023

ଉ- ଫାଲ୍‌ଗୁନୀ- ଜୀବନସାଥିଙ୍କ ପାଇଁ ଭଲ ତାଳମେଳ ବଜାୟ ରହିବ । ବାଣିଜ୍ୟ ବ୍ୟବସାୟରେ ସ୍ଥିର ଅବସ୍ଥା ଲାଗି ରହିବ ।ଶ ରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ ରହିଛି ।

ହସ୍ତା- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ ।ପରୀକ୍ଷାରେ ସଫଳତାଦି ଅଭିଳାଷ ପୂର୍ଣ୍ଣତା ଲାଭ କରିବ ।

ଚିତ୍ରା- ମହିଳା ମାନେ ଆଭୁଷଣ ପ୍ରିୟ ହେବେ । ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପ୍ରୟାସ କରିବେ। ବିବାଦିୟ ଘଟଣାରେ ବିଜୟଲାଭ କରିପାରନ୍ତି ।

ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟୋକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :