• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th September 2023 : ଏହି ରାଶିର ବ୍ୟକ୍ତି ଭୁଲରେ ବି ମଧ୍ୟସ୍ତି ସାଜନ୍ତୁ ନାହିଁ..ନହେଲେ.

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଗୁରୁବାର । ଚନ୍ଦ୍ର - ବୃଷ ରାତ୍ରି ୧୧.୧୩ ଗତେ ମିଥୁନ । ତିଥି – ୮ମୀ ଦିବା ୦୪.୧୪ ଗତେ ୯ମୀ । ଘାତ ଚନ୍ଦ୍ର- ବିଛା ରାଶିର , ରାତ୍ରି ୧୧.୧୩ ଗତେ କନ୍ୟା । ଘାତ ବାର – ତୁଳା ଓ କୁମ୍ଭ । ପୁଷ୍କର ଦୋଷ – ନାସ୍ତି ।

Leo

ସିଂହ

Thursday 07 Sep 2023

ମଘା- କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ସନ୍ତାନ ହେତୁକ ଗୌରବ ବୃଦ୍ଧିର ପ୍ରତୀକ ହେବ ତଥାପି ପାରିବାରିକ କ୍ଷେତ୍ର, ଆନୁଷ୍ଠାନିକ କାମ ସକାଶେ ପ୍ରତିକୁଳ ପରିସ୍ଥିତି ସୃଷ୍ଟିର ଆଶଙ୍କା ଦେଖା ଦେଇପାରେ ପରିବହନ, ଯାନବାହନ, ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ ହିଁ କାର୍ଯ୍ୟ ସାଧିତ ହେବ ।

ପୂ- ଫାଲ୍ଗୁନୀ- ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ବୈଷୟିକ ସୁଖ,ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି କରିବେ ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ ରାଜନୀତିରେ ଗମ୍ଭୀର ପ୍ରସଙ୍ଗରେ କଥା ହେବେ ।

- ଫାଲ୍ଗୁନୀ- କୌଣସି କାର୍ଯ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ ପ୍ରସାସନିକ କ୍ଷେତ୍ରରେ ସାହାଯ୍ୟ ପାଇବେ ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ

ପ୍ରତିକାରମାତଙ୍ଗୀଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :