• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Nov 2023: ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହେବେ,ଦାମ୍ପତ୍ୟ କଳହର ଅବସାନ ଘଟିବ

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ । ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୨.୫୮ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଛନ ଦାନ ସନ୍ଧ୍ୟା ୦୬.୩୭ ପର୍ଯ୍ୟନ୍ତ ।

Aries

ମେଷ

Wednesday 22 Nov 2023

ଅଶ୍ୱନୀ- ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ । ବ୍ୟବସାୟ ବାଣିଜ୍ୟରେ ପ୍ରଗତି କରିବେ । ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଚି ନୂଆ ମଉକା ପାଇପାରିବେ ।

ଦ୍ୱିଜା- ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ଶିକ୍ଷାତ୍ରୀ ମାନେ କିଛି ପାରିମାଣରେ ଶୁଭଫଳ ପାଇବେ । ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ ।

କୃତିକା- କୋର୍ଟରେ ରାୟ ଆପଣଙ୍କ ସପକ୍ଷରେ ଆସିପାରେ । ମହିଳା ମାନେ ଆଭୂଷଣ ପ୍ରିୟ ହେବେ । ଚୟନ ଭୂମିକୁ କ୍ରୟ କରିବେ । ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ ।

ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :