Daily Horoscope 9th Dec 2022: ଆଜି ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ, ଦୁର୍ଘଟଣା ଘଟିପାରେ...
/odishatv-khabar/media/media_files/uploadimage/library/16_9/16_9_0/s_1670556230-751737.jpg)
ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ପ୍ରତିପଦ ଦିବା ୧୧/୩୪ ଗତେ ୨ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବିଛା, ଧନୁ, ମୀନ ପୁଷ୍କର ଦୋଷ– ଦିବା ୧୧/୩୪ ଗତେ ୧ପାଦ ପଶୁସମ୍ପଦ ନାଶ- ଅନ୍ନଦାନ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
