• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th April 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆଶାଠୁ ଅଧିକ ଲାଭ ମିଳିବ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ 

Aries

ମେଷ

Saturday 08 Apr 2023

ଅଶ୍ୱନୀ- ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । କିଛି ଲୋକଙ୍କ ଠାରୁ ଆଶାଠୁ ଅଧିକ ଲାଭ ମିଳିବ । ଅଫିସରେ ସମସ୍ତଙ୍କ ସହିତ ଭଲ ସପଂର୍କ ରହିବ । ବ୍ୟବସାୟ  କରିବା ଲାଗି ଦିନଟି ଭଲ ରହିବ । ଧ୍ୟାନ ଜପରେ ମନ ନିବେଶ କରିବେ     
ଦ୍ୱିଜା-  ଛାତ୍ରୀଙ୍କ କ୍ୟାରିୟରେ ନୂଆ ମୋଡ ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ମନ ପ୍ରାଣ ଦେଇ କାମ କରିବେ । ଚାକିରିଆଙ୍କ କାମରେ ବୋଝ  କମ୍ ରହିବ । ବେକାରୀଙ୍କୁ ଚାକିରିର ସୁଯୋଗ ଆସିପାରେ ।
କୃତିକା-  କାରବାର ବୃଦ୍ଧି ଲାଗି ଭଲ ପରାମର୍ଶ ମିଳିବ । କୌଣସି ସପଂର୍କୀୟ ଆପଣଙ୍କୁ ଧାର ମାଗିପାରନ୍ତି । କ୍ରୋଧକୁ ନିୟଣନ୍ତ୍ରରେ ନରଖିଲେ ଅସୁବିଧାରେ ପଡିବେ । ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ

ପ୍ରତିକାର- ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :