• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th September 2023: ଜୀବନରେ ନୂଆ ସଙ୍କେତ ମିଳିପାରେ, ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର। ଚନ୍ଦ୍ର- ବୃଷ ଅହରାତ୍ର ତିଥି – ୭ମୀ ଦିବା ୦୩.୩୮ ଗତେ ୮ମୀ ଘାତ ଚନ୍ଦ୍ର- ବିଛା ରାଶିର ଅହରାତ୍ର ଘାତ ବାର –  କର୍କଟ ପୁଷ୍କର ଦୋଷ –୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୩୮

Leo

ସିଂହ

Wednesday 06 Sep 2023

ମଘା- ସ୍ୱାସ୍ଥ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ହୋଇପାରେ । ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜର ଆକସ୍ମିକ ବୁଦ୍ଧି ଓ କାର୍ଯ୍ୟ କରିବା ଶୈଳୀରେ ପରିବର୍ତ୍ତନ ଆଣିବେ
ପୂ- ଫାଲ୍‌ଗୁନୀ- କରଜ ପରିଶୋଧ କରିବାରେ ସକ୍ଷମ ହେବେ । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । କଳା କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ । ରାଜନୀତିରେ ଆଗକୁ ଯିବେ ।
ଉ- ଫାଲ୍‌ଗୁନୀ- ହଠାତ୍ ଉପୁଜୁଥିବା କ୍ରୋଧକୁ ଆୟତ୍ତରେ ରଖନ୍ତୁ । ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ଭାବିଥିବା କୈାଣସି ଜରୁରୀ କାମ ସଂପୂର୍ଣ୍ଣ ହେବ । ଜୀବନରେ ନୂଆ ସଂକେତ ମିଳିପାରେ

ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :