• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Feb 2024: ଏହି ରାଶିର ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ବଡ଼ ଉପଲବ୍ଧି ମିଳିବ..

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ପ୍ରାତଃ ୦୭.୩୪ ଗତେ ଧନୁ, ତିଥି- ୧୧ଶୀ ଦିବା ୦୪.୦୭ ଗତେ ୧୨ଶୀ, ଘାତଚନ୍ଦ୍ର- ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୭ ଗତେ ୨ପାଦ -କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Cancer

କର୍କଟ

Tuesday 06 Feb 2024

ପୁନର୍ବସୁ- ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହି ନ ପାରେ। ବାଣିଜ୍ୟ ବ୍ୟବସାୟରେ ଶିଥିଳତା ଦେଖାଦେବ।

ପୁଷ୍ୟା- ଛାତ୍ରୀ ମାନେ ପଢାରେ ଆଗକୁ ଯିବେ। ନୂତନ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇପାରନ୍ତି। କ୍ୟାରିୟର ପାଇଁ ବିଦେଶ ଯିବାର ସୁଯୋଗ ପାଇପାରନ୍ତି।

ଅଶ୍ଲେଷା- ଅନ୍ୟମନସ୍କ ଜନିତ କୌଣସି ଭୁଲ୍ କାମକରି ଅନୁତପ୍ତ ହେବାକୁ ପଡ଼ିପାରେ। ପଦପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିବେ। ସାହିତ୍ୟ ଚର୍ଚ୍ଚା, ମନୋରଞ୍ଜନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।

ପ୍ରତିକାର – ମିଠା ଦହି ଖାଇ ଘରୁ ବାହାରନ୍ତୁ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :