• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Nov 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ବ୍ୟବସାୟ-ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ରବିବାର ଚନ୍ଦ୍ର – ମୀନ ରାତ୍ରି ୧୨/୦୫ ଗତେ ମେଷ ତିଥି- ୧୩ ଶୀ ଦିବା ୦୪/୨୯ ଗତେ ୧୪ଶୀ ଘାତ ଚନ୍ଦ୍ର- ଧନୁ ରାତ୍ରି ୧୨/୦୫ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୧ ପାଦ କୃଷିଦାନି-ଭୂମିଦାନ

Scorpio

ବିଛା

Sunday 06 Nov 2022

ବିଶାଖା – ପ୍ରିୟ ବ୍ୟକ୍ତିଟିର ଅନୁପସି୍ଥତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡିବ ।

ଅନୁରାଧା – କ୍ରୀଡା ପ୍ରତି ଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବିଦ୍ୟାର୍ଥୀ ମାନେ ଜୋରଦାର ଉଦ୍ୟମ କରି ସଫଳତା ପାଇବେ ।

ଜ୍ୟେଷ୍ଠା – କୋର୍ଟର ରାୟ ଆପଣଙ୍କ ମନକୁ ଆନନ୍ଦିତ କରିଦେବ । ମହିଳା ମାନଙ୍କର ପଡୋଶୀ ସହ ମତାନ୍ତର ସୃଷ୍ଟି ହୋଇପାରେ ।

ପ୍ରତିକାର – ବିଦ୍ଧି ପୂର୍ବକ ଶିବଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :