• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th September 2023: ହଠାତ୍‌ ଧନ ପ୍ରାପ୍ତି ହୋଇପାରେ, ପୁରୁଣା କରଜ ଫେରସ୍ତ ମିଳିପାରେ...

ସୌର ସିଂହମାସ  ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ, ସୋମବାର, ଚନ୍ଦ୍ର – ମେଷ ଅହୋରାତ୍ର ତିଥି- ୫ମୀ ଦିବା ୦୪.୪୨ଗତେ ୬ଷ୍ଠୀ  ଘାତ ଚନ୍ଦ୍ର - ମେଷ ରାଶିର ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ –ନାସ୍ତି

Pisces

ମୀନ

Monday 04 Sep 2023

ପୂ, ଭାଦ୍ରପଦ- ପୁରୁଣା ସାଙ୍ଗମାନଙ୍କ ସହିତ ଦୂର ଭ୍ରମଣରେ ଯାଇ ପାରନ୍ତି । କୈାଣସି କାର୍ଯ୍ୟରେ ବ୍ୟସ୍ତ ବହୁଳ ରହିବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି 
ଉ, ଭାଦ୍ରପଦ- ରାଜନୈତିକ ସମ୍ମାନ ମିଳିବ । ବିଦ୍ୟାର୍ଥୀମାନେ ପଢାରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟକୁ ନୂଆ ପ୍ରଣାଳୀରେ ଆରମ୍ଭ କରିବାକୁ ଚେଷ୍ଟା କରିବେ । ଉଦାସିନତା ଓ ନକରାତ୍ମକ ପ୍ରବୃତିକୁ  ଛାଡିବା ପାଇଁ ପ୍ରୟାସ କରିବେ 
ରେବତୀ- ଗୃହିଣୀଙ୍କ ପାଇଁ ମିଶ୍ରିତ ଫଳ ରହିବ । ଗୁରୁଜନଙ୍କ ସହ ଆଲୋଚନା କରି ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ 

ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :

VASTU TIPS