• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ରାଶିର, ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ପାଦ ରାତ୍ରି ୧୦/୫୧ ଗତେ ୧ ପାଦ, କୃଷି-ଗୋତ୍ର- ସମ୍ପଦନାଶ ।

Scorpio

ବିଛା

Tuesday 04 Oct 2022

ବିଶାଖା – ବନ୍ଧୁ ବିୟୋଗ ଦେଖାଦେବ ।

ଅନୁରାଧା – ସାମୟିକ ଦେହପିଡା ଭୋଗିବାକୁ ପଡିବ ।

ଜ୍ୟେଷ୍ଠା – କର୍ମ କ୍ଷେତ୍ରରେ ଅପଯଶ ମିଳିବ ।

ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :