• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ରାଶିର, ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ପାଦ ରାତ୍ରି ୧୦/୫୧ ଗତେ ୧ ପାଦ, କୃଷି-ଗୋତ୍ର- ସମ୍ପଦନାଶ ।

Virgo

କନ୍ୟା

Tuesday 04 Oct 2022

ଉ , ଫାଲଗୁନୀ – ଧନ ଉପାର୍ଜନ କରି ପାରନ୍ତି ।

ହସ୍ତା – ସାମାଜିକ ମାନସମ୍ନାନ ଓ ପ୍ରତିଷ୍ଠା ବୃଦ୍ଧି ହେବ ।

ଚିତ୍ରା – ଜୀବନରେ ସନ୍ତାନ ଲାଭ ଯୋଗ ରହିଛି ।

ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :