• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ରାଶିର, ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ପାଦ ରାତ୍ରି ୧୦/୫୧ ଗତେ ୧ ପାଦ, କୃଷି-ଗୋତ୍ର- ସମ୍ପଦନାଶ ।

Gemini

ମିଥୁନ

Tuesday 04 Oct 2022

ମୃଗଶିରା - ଅନ୍ତର୍ଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ ।

ଆଦ୍ରା - କର୍ମରେ ବୃଦ୍ଧି ପ୍ରୟୋଗ ଦ୍ୱାରା ସଫଳତା ହାସଲ କରିବେ ।

ପୁନର୍ବସୁ - ପୁରାତନ ରୋଗର ଉପଶମ ହେବ ।

ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :