• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ରାଶିର, ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ଘାତ ବାର – ମକର ରାଶିର, ପୁଷ୍କର ଦୋଷ – ୨ପାଦ ରାତ୍ରି ୧୦/୫୧ ଗତେ ୧ ପାଦ, କୃଷି-ଗୋତ୍ର- ସମ୍ପଦନାଶ ।

Aquarius

କୁମ୍ଭ

Tuesday 04 Oct 2022

ଧନିଷ୍ଠା – ବିଦ୍ୟାର୍ଥୀ ଉତମ ଫଳ ପ୍ରଦର୍ଶନ କରିବେ ।

ଶତଭିଷା – କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ଓ ସର୍ବୋତମ ପରିସର ରହିବ ।

ପୂ , ଭାଦ୍ରପଦ – ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି ।

ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :