• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ରାତ୍ରି ୧୨/୨୫ ଗତେ ୧ ପାଦ

Leo

ସିଂହ

Monday 03 Oct 2022

ମଘା – ଚାକିରି କ୍ଷେତ୍ରରେ କୁଚକ୍ରାନ୍ତ ବଶବର୍ତୀ ହୋଇ କ୍ଷୋଭ କରିବେ ।

ପୂ , ଫାଲଗୁନୀ - ପାରିବାରିକ ମନମାଳିନ୍ୟ ଦେଖାଦେବ ।

ଉ ,ଫାଲଗୁନୀ – ଚାକିରିରେ ହାକିମଙ୍କ ପ୍ରତି ଭୟ ରହିବ ।

ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରି ଦିନଟି ଆରମ୍ଭ କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :