• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ରାତ୍ରି ୧୨/୨୫ ଗତେ ୧ ପାଦ

Cancer

କର୍କଟ

Monday 03 Oct 2022

ପୁନର୍ବସୁ - ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହୀ ହେବେ ।

ପୁଷ୍ୟା – ବାପାଙ୍କ ସାହାର୍ଯ୍ୟରେ ଆପଣଙ୍କର ସବୁକାର୍ଯ୍ୟ ସଂପୂର୍ଣ୍ଣ ହେବ ।

ଅଶ୍ଳେଷା - ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ ।

ପ୍ରତିକାର – ଓଁ ସୋମାୟ ନମଃ ମନ୍ତ୍ର ଜପ କରି ଘରୁ ବାହାରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :