• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ରାତ୍ରି ୧୨/୨୫ ଗତେ ୧ ପାଦ

Pisces

ମୀନ

Monday 03 Oct 2022

ପୂ , ଭାଦ୍ରପଦ - ପରିଜନଙ୍କ ଠାରୁ ପ୍ରଶଂସିତ ହେବେ ।

ଉ , ଭଦ୍ରପଦ - ଶାରିରୀକ ଅସୁସ୍ଥତା ଦୂର ହେବ ।

ରେବତୀ – ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ ।

ପ୍ରତିକାର – କୌଣସି ସାଧୁଙ୍କୁ ଦାନ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :