Daily Horoscope 3rd March 2023: ଆଜି ଏହି ରାଶିର ବ୍ୟକ୍ତି ଚାକିରି କ୍ଷେତ୍ରରୁ ଖୁସି ଖବର ପାଇପାରନ୍ତି
/odishatv-khabar/media/media_files/uploadimage/library/16_9/16_9_0/IMAGE_1677817480-337440.jpg)
ସୌର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର, ଚନ୍ଦ୍ର – ମିଥୁନ ଦିବା ୦୮.୫୮ ଗତେ କର୍କଟ, ତିଥି – ୧୧ଶୀ ଦିବା ୦୯.୧୧ ଗତେ ୧୨ଶୀ, ଘାତ ଚନ୍ଦ୍ର – କନ୍ୟା ଦିବା ୦୮.୫୮ ପର୍ଯ୍ୟନ୍ତ, ଘାତ ବାର-ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୯.୧୧ ଗତେ ୨ ପାଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
