• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Feb 2024: ଏହି ରାଶିର ବ୍ୟକ୍ତି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ..

ସୈାର ମକରମାସ  ମାଘ କୃଷ୍ଣପକ୍ଷ । ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର- ତୁଳା ରାତ୍ରି ୦୧.୦୨ ଗତେ ବିଛା, ତିଥି- ୮ମୀ ସନ୍ଧ୍ୟା ୦୫.୨୧ ଗତେ ୯ମୀ ଘାତଚନ୍ଦ୍ର- ନାସ୍ତି, ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Aquarius

କୁମ୍ଭ

Saturday 03 Feb 2024

ଧନିଷ୍ଠା- ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ପ୍ରକୃତିର ଆନନ୍ଦ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ । ପ୍ରଶାସନିକ କାମ ଧୈର୍ଯ୍ୟର ସହ କରନ୍ତୁ ।

ଶତଭିଷା- ଇଂଜିନିୟରଙ୍କୁ ବଡ କଂପାନୀରେ ଚାକିରିରେ ପ୍ରସ୍ତାବ ମିଳିପାରେ । କୌଣସି ଜରୁରୀ ଯୋଜନା ସଫଳ ହେବ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ ।

ପୂ,ଭାଦ୍ରପଦ- ଆୟିନୀର ଦ୍ୱାରସ୍ଥ ହେବେ । ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ । ସମ୍ମାନିତ ଲୋକଙ୍କ ସହ ମିଶିବେ । ଆପଣଙ୍କ ପାଖକୁ ଧନଲାଭ ହେବା ଭଳି କାମ ଆସିବ ।

ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :