• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିପାରେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର।  ଚନ୍ଦ୍ର  –  ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Libra

ତୁଳା

Saturday 03 Dec 2022

ଚିତ୍ରା – ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ ।
ସ୍ୱାତୀ – ପଢାରେ କ୍ଷତି ଘଟିବ । କର୍ମକ୍ଷେତ୍ରରେ କାମର ଭାର ବଢିବ । ରାଜନୀତିରେ ଭଲ କାମ କରିବେ ।
ବିଶାଖା –ବ୍ୟବସାୟରେ ଲାଭବାନ୍‌ ହେବେ ।  ଭୂ-ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେଇପାରେ।

ପ୍ରତିକାର – ଦହି, ଅରୁଆ ଚାଉଳ ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :