• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିପାରେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର।  ଚନ୍ଦ୍ର  –  ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Virgo

କନ୍ୟା

Saturday 03 Dec 2022

ଉ , ଫାଲଗୁନୀ – ଶାରିରୀକ ଦୁର୍ବଳତାରୁ ମୁକ୍ତି ପାଇବେ । ପାରିବାରିକ ଜୀବନ ସୁଖକର ହୋଇପାରେ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ।
ହସ୍ତା – କର୍ମକ୍ଷେତ୍ରରେ କିଛି ନୂଆ ଅଭିଜ୍ଞତା ହାସଲ କରିବେ । ରାଜନୀତିରେ ସାହସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ।
ଚିତ୍ରା – ମହିଳାମାନେ ବନ୍ଧୁପ୍ରିୟ ହେବେ । ସମ୍ପତ୍ତି ବିକ୍ରୟ ବେଳେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ପ୍ରତିକାର - ହନୁମାନଙ୍କ ପାଖରେ କର୍ପୂର ଆଳତୀ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :