• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିପାରେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର।  ଚନ୍ଦ୍ର  –  ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Cancer

କର୍କଟ

Saturday 03 Dec 2022

ପୁନର୍ବସୁ - ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । କର୍ମ କ୍ଷେତ୍ରରେ ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ।
ପୁଷ୍ୟା –  ରାଜନୀତିରେ କରୁଥିବା ବ୍ୟକ୍ତି କୌଣସି ସଭାରେ ଯୋଗ ଦେବେ । ବ୍ୟବସାୟରେ କ୍ଷତି ହେବାରୁ ରକ୍ଷା ପାଇବେ । ବିଦ୍ୟାର୍ଥୀମାନେ ହତୋତ୍ସାହ ହେବେ ।
ଅଶ୍ଳେଷା - କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଜମି-ବାଡି ଭାଗ-ଭାଗ କରି ପାରନ୍ତି ।

ପ୍ରତିକାର – ଧଳା ରଙ୍ଗର ମାଛକୁ ଖାଦ୍ୟ ଦେଇ ଦିନ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :