• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆବଶ୍ୟକତା ଠାରୁ ଅଧିକ ଧନ ମିଳିପାରେ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର।  ଚନ୍ଦ୍ର  –  ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Aquarius

କୁମ୍ଭ

Saturday 03 Dec 2022

ଧନିଷ୍ଠା – ଅସ୍ଥିରତା କାରଣରୁ କୌଣସି କାର୍ଯ୍ୟକୁ ଠିକ୍‌ ଭାବରେ କରିପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କରିଲେ ଅପେକ୍ଷାକୃତ ସଫଳତା ପାଇ ପାରନ୍ତି।
ଶତଭିଷା – ରାଜନୀତିରେ ଚାପରେ ଗତି କରିବେ।  ବ୍ୟବସାୟୀ ନିଜ କାଗଜ ପତ୍ର ସମ୍ଭାଳି ଋଖନ୍ତୁ । ଛାତ୍ରୀଙ୍କ କ୍ୟାରିୟରେ ନୂଆ ମୋଡ ଆସିପାରେ।
ପୂ , ଭାଦ୍ରପଦ – ଆବଶ୍ୟକତା ଠାରୁ ଅଧିକ ଧନ ପାଇ ପାରନ୍ତି । ମାଲିମକଦମା ନିଜ ନିଜ ମଧ୍ୟରେ ସମାଧାନ କରିବେ ।

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :