• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st August 2023: ହଜିଥିବା ଜିନିଷ ପାଇବେ, ଧନ ଓ ସମ୍ପତ୍ତି ଲାଭର ଯୋଗ ରହିଛି...

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୩୧ ତାରିଖ,ଗୁରୁବାର, ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ପୂର୍ଣମା ପ୍ରାତଃ ୦୭.୦୫ ଗତେ ପ୍ରତିପଦ ରାତ୍ରି ୦୩.୧୯ ଗତେ ୨ୟା ଘାତ ଚନ୍ଦ୍ର-  ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତ ବାର –  ତୁଳା ଓ କୁମ୍ଭ

Cancer

କର୍କଟ

Thursday 31 Aug 2023

ପୁନର୍ବସୁ -  ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ବୃଦ୍ଧି ବିଦ୍ୟାର ଉତ୍ତମ ଉପଯୋଗ  କରି କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ । 
ପୁଷ୍ୟା – ଛାତ୍ରଛାତ୍ରୀମାନେ  କ୍ୟାରିୟର ପାଇଁ ଚିନ୍ତିତ ହେବେ । ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସାର ପାତ୍ର ହେବେ ।  
ଅଶ୍ଳେଷା -  କୋର୍ଟ କଚେରିରେ ଶୁଭ ଫଳ ମିଳିବ । ସନ୍ତାନ ଆପଣଙ୍କୁ କୈାଣସି ଭଲ ଖବର ଶୁଣାଇବେ । ମହିଳାମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ ।

ପ୍ରତିକାର – ଗୁରୁଜନମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :