• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Sept 2022: ଏହି ରାଶିର ବ୍ୟକ୍ତି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର, ତିଥି –୫ମୀ ରାତ୍ରି ୧୦/୩୫ ଗତେ ୬ଷ୍ଠୀ ଚନ୍ଦ୍ର   – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Capricorn

ମକର

Friday 30 Sep 2022

ଉ , ଷାଢା - ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ 
ଶ୍ରବଣା –ପୂର୍ବର ସାମାଜିକ କାର୍ଯ୍ୟ ଲାଗି ମାନସମ୍ମାନ ବଢିବ
ଧନିଷ୍ଠା – କ୍ୟାରିୟରରେ ଆଗକୁ ବଢିବା ଲାଗି ନୂଆ ଅବସର ମିଳିବ
ପ୍ରତିକାର – ମନ୍ଦିରରେ ଦାନ କରନ୍ତୁ ମଙ୍ଗଳ ହେବ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :