• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Sept 2022: ଏହି ରାଶିର ବ୍ୟକ୍ତି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର, ତିଥି –୫ମୀ ରାତ୍ରି ୧୦/୩୫ ଗତେ ୬ଷ୍ଠୀ ଚନ୍ଦ୍ର   – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Libra

ତୁଳା

Friday 30 Sep 2022

ଚିତ୍ରା – କୌଣସି କଥାକୁ ନେଇ ବନ୍ଧୁଙ୍କ ସହିତ ତର୍କବିତର୍କ ହୋଇପାରେ
ସ୍ୱାତୀ – କମ୍ ସମୟରେ ଅଧିକ ଲାଭ ପାଇବାକୁ ଯାଇ ଫସି ଯାଇପାରନ୍ତି
ବିଶାଖା –ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି 
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :