• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Sept 2022: ଏହି ରାଶିର ବ୍ୟକ୍ତି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର, ତିଥି –୫ମୀ ରାତ୍ରି ୧୦/୩୫ ଗତେ ୬ଷ୍ଠୀ ଚନ୍ଦ୍ର   – ବିଛା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

Virgo

କନ୍ୟା

Friday 30 Sep 2022

ଉ , ଫାଲଗୁନୀ –ଅଫିସ କାମ୍‌ରେ ଦୂର ସ୍ଥାନକୁ ଯାଇପାରନ୍ତି
ହସ୍ତା –ପରିଶ୍ରମର ସନ୍ତୋଷ ଜନକ ଫଳ ମିଳିବ
ଚିତ୍ରା – ବନ୍ଧୁଙ୍କ ଠାରୁ ଉତ୍ତମ ପରାମର୍ଶ ମିଳିବ
ପ୍ରତିକାର -   ବିଷ୍ଣୁଙ୍କ ସହସ୍ର ନାମ ପାଠ କରିବା ସହିତ ପୂଜାର୍ଚ୍ଚନା କରନ୍ତୁ  

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :